spot_img

୬୨୦ କୋଟି ଟଙ୍କାରେ ନେଟମେଡ୍ସ ସେୟାର କିଣିଲା ରିଲାଏନ୍ସ ରିଟେଲ..

ନେଟମେଡ୍ସ ଖୁବ କମ ସମୟ ମଧ୍ୟରେ ଦେଶ ମଧ୍ୟରେ ଏହାର ଅନଲାଇନ ବ୍ୟବସ୍ଥାକୁ ବିସ୍ତାର କରିଛିô ଏଥିସହ ବହୁତ ପ୍ରଭାବିତ ମଧ୍ୟ ହୋଇଛି । ଆମର ନିବେଶ ଏବଂ ସହଭାଗିତ ସହିତ ଏହାର ବ୍ୟବସାୟ ଅଧିକ ଗୁରୁତ୍ୱ ଦ୍ରୁତ ଗତିରେ ବୃଦ୍ଧି ।ପାଇବ ବୋଲି ଇଶା ଅମ୍ବାନୀ କହିଛନ୍ତି । ରିଲାଏନ୍ସ ଇଣ୍ଷ୍ଟ୍ରି ନିଜର ରିଟେଲ ବ୍ୟବସାୟକୁ ଆହୁରି ବଢାଇବା ପାଇଁ ପ୍ରସ୍ୁତି କରିଛି । ଏଥିପାଇଁ ମଙ୍ଗଳବାର ରିଲାଏନ୍ସ ନିଜର ସହାୟକ କମ୍ଫାନୀ ରିଲାଏନ୍ସ ରିଟେଲ ମାଧ୍ୟମରେ ଚେନ୍ନାଇ ସ୍ଥିତ ଭିଚାଲିକ ହେଲଥ ପ୍ରାଇଭେଟ ଲିମିଟେଡ ଏବଂ ଏହାର ସହାୟକ ଅନଲାଇନ ଫାର୍ମାସୀ କମ୍ଫାନୀ ନେଟମେଡସର ଏକ ବଡ ଅଂଶଧନ ନିବେଶ କିଣିଛି । ରିଲାଏନ୍ସ ଏହି ସେୟାରକୁ ୬୨୦ଟଙ୍କାରେ କିଣିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular