ମଣିପୁର କଂଗ୍ରେସର ୫ଜଣ ବିଧାୟକ ଆଜି ଦଶ ଛାଡି ବିଜେପିରେ ସାମିଲ ହୋଇଛନ୍ତ୍ି । ଉତ୍ତର ପୁର୍ବାଂଚଳ ରାଜ୍ୟ ମଣିପୁରରେ ବଢିଲା କଂଗ୍ରେ ସଂକଟ । ଦଳ ସମ୍ଫୁର୍ଣ୍ଣ ମୁଳପୋଛ ହେବା ସ୍ଥିତିକୁ ଆସିଯାଇଛି । ରାଜ୍ୟରେ ଦଳ ମଜୁବୁତ ସ୍ଥିତିରେ ଥିବା ସ୍ୱତ୍ତେବିଜେପିର ରଣନୀତି ଆଗରେ ଦଳ ଅସହାୟ ହୋଇପଡିଛି । ସେପଟେ ବିଜେପି ମଧ୍ୟ ନିଜ ସରକାରକୁ ସୁ-ନିଶ୍ଚିତ ବିପଦରୁ ରକ୍ଷା କରିଛି । ଉଭୟ ଦଳର ଏହି ଟଣା ଓଟରା ମଧ୍ୟରେ ବାଜି ମାରିନେଇଛନ୍ତି ବିଜେପି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0