ଗାଡିରେ ପ୍ରେସ୍ ଲେଖି ଗଂଜେଇ ଚାଲାଣ. ଓଡିଶାରୁ ଛତିଶଗଡ ନୁଆ ଉପାୟରେ ହେଉଛି ଗଂଜେଇ ଚାଲାଣ । ଓଡିଶାରୁ ଛତିଶଗଡ ନୁଆ ଉପାୟରେ ଗଂଜେଇ ଚାଲାଣ ହେଉଛି । କନ୍ଧମାଳ ଗୋଛାପଡା ପୋଲିସ ସୁଚନା ପାଇ ସୁନାମୋଦି ପୋଲ ଠାରେ ଧରିଛି ଏହି ଆନ୍ତରାଜ୍ୟ ରାକେଟକୁ । କନ୍ଧମାଳ ପୋଲିସକୁ ମିଳିଛି ବଡ ସଫଳତା ।ଗଣମାଧ୍ୟମ ବୁମ ରଖି ଗାଡିରେ ପ୍ରେସ ଲେଖି ଚାଲାଣ ହେଉଥିଲ । ଗଂଜେଇ କନ୍ଧମାଳ ଜିଲ୍ଲା ସଲାଗୁଡାରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଦେଇ ଛତିଶଗଡକୁ ଚାଲାଣ ହେଉଥିବାବେଳେ ବିପୁଳ ପରିମାଣର ଗଂଜେଇ ଜବତ ହୋଇଛି । ଚଢାଉରେ ୫ଜଣ ଗଂଜେଇ ଗଂଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ପୋଇଛି ପୋଲିସ । ସେମାନଙ୍କ ଠାରୁ ୧ଲକ୍ଷ ୪୭ ହଜାର ଟଙ୍କା ଓ ୧ କୁଇଣ୍ଟାଲ ୨ କିଲୋଗ୍ରାମ ଗଂଜେଇ ଜବତ କରାଯାଇଛି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0