spot_img

ଚୋରି ହୋଇଥିବା ବସ୍ ଠାବ…..

() ଚୋରି ହୋଇଥିବା ବସ୍ ଠାବ । ବରମୁଣ୍ଡାରୁ ଚୋରି ହୋଇଥିବା ଆରିୟନ୍ ବସ୍ କୁ କଟକ ଚାଉଳିଆଗଞ୍ଜରୁ ଉଦ୍ଧାର କରିଛି ପୋଲିସ୍ । ଭୁବନେଶ୍ୱରରୁ କଲିକତା ଯାଉଥିବା ଆରିୟନ୍ ବସ୍ ଟିକୁ କେହି ଚୋରିକରି ନେଇଯାଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା ।

ଯାହାକୁ ଆଧାର କରି ଖଣ୍ଡଗିରି ଥାନା ପୋଲିସ ତଦନ୍ତ ଆରମ୍ବ କରିଥିଲା । ତେବେ ବସ୍ ଟି ଯିବା ବାଟରେ ଚାଉଳିଆଗଞ୍ଜ ନିକଟରେ ଦୁର୍ଘଟଣା ଗସ୍ତ ହୋଇଥିଲା । ଆହତ ଅଭିଯୁକ୍ତକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular