ଆଇପିଏଲ୧୩ତମ ସଂସ୍କରଣ ୟୁଏଇରେ ଆୟୋଜନ କରିବା ପରେ ପରବର୍ତ୍ତୀ ସଂସ୍କରଣ ନେଇ ଘୋଷଣା କରିଛି ବିସିସିଆଇ । ସଭାପତି ସୌରଭ ଗାଙ୍ଗୁଲି ଆଇପିଏଲ ୨୦୨୧ ତଥା ବିଶ୍ୱର ବିତ୍ତଶାଳୀ କିକ୍ରେଟ ଲିଗର ୧୪ତମ ସଂସ୍କରଣ ଭାରତରେ ଖେଳାଯିବ ବୋଲି ସ୍ପଷ୍ଟ କରିଛନ୍ତି । ପୁର୍ବ ବର୍ଷ ପରି ଏହି ମେଗା ଟୁର୍ଣ୍ଣାମେଣ୍ଟ ଭାରତ ଫେରିବା ସହ ଏପ୍ରିଲ ରେ ଖଳାଯିବା ନେଇ ସଙ୍କେତ ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0