ଭାରତରେ ପ୍ରବେଶ କରିଛି ୪ଟି ନୁଆ ନୋକିଆ ମୋବାଇଲ ଫୋନ । ନୋକିଆ ମୋବାଇଲ ଇଣ୍ତିଆ ଏହି ସୁଚନା ଦେଇଛନ୍ତି । କମ୍ଫାନୀର ମୁଖ୍ୟ ଉତ୍ପାଦନ ଅଧିକାରୀ ଏଚ.ଏମଡି ଗ୍ଲୋବଲ ଏକ ବିବୃତ୍ତିରେ କହିଛନ୍ତି ଆମର ଉଦେ୍ଦଶ୍ୟ ହେଉଛି ଉପବ୍ଳଧ ମୁଲ୍ୟରେ ଅଧିକ ପ୍ରଶଂସକଙ୍କୁ ସ୍ମାର୍ଟଫୋନର ଅନୁଭନତି ଯୋଗାଇଦେବା ।ସେହିପରି ସେପ୍ଟମ୍ବର ୧୭ରୁ ନୋକିଆ ସି୩,ସ୍ମାର୍ଟଫୋନ ଉପଲବ୍ଧ ହେବ ବୋଲି ସୁଚନା ଦେଇଛନ୍ତି ମୁଖ୍ୟ ଉତ୍ପାଦ ଅଧିକାରୀ । ଅନ୍ୟପଟେ ସେପ୍ଟମ୍ବର ୧ରୁ ନୋକିଆ ୫.୩ ସ୍ମାର୍ଟଫୋନ ଉପଲବ୍ଧ ହେବ । ନୋକିଆ ୫.୩ କିଣୁଥିବା ଜିଓ ଗ୍ରାହକମାନେ ୩୪୯ଟଙ୍କା ପ୍ୟାକରେ ୪୦୦୦ଟଙ୍କା ମୁଲ୍ୟର ସୁବିଧା ପାଇପାରିବେ ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0