ରିଲାଏନ୍ସ କମୁ୍ୟନିକେସନ ଲିମିଟେଡ ଦ୍ୱାରା ନିଆଯାଇଥିବା ରଣ ବିରୋଧରେ ବ୍ୟକ୍ତିଗତ ଗ୍ୟାରେଣ୍ଟି ସଂର୍ପକରେ ଦିଲ୍ଲୀ ହାଇକୋର୍ଟ ଇନସଲଭାନ୍ସି ପ୍ରକିୟାକୁ ସ୍ଥଗିତ ରଖିଛନ୍ତି । ଏହି ମାମାଲାରେ ରିଲାଏନ୍ସ କମୁ୍ୟନିକେସନ ସମେତ ରିଲାଏନ୍ସ ଇନଫ୍ରାଟେଲ ଲି ଷ୍ଟେଟବ୍ୟାଙ୍କ ଅଫ ଇଣ୍ତିଆରୁ ରଣ ନେଇଥିଲେ । ଖଣ୍ତପୀଠ ଅନିଲ ଅମ୍ବାନୀଙ୍କ ଦ୍ୱାରା ଦାଖଲ ପିଟିସନର ଶୁଣାଣୀ କରିବା ସହ ଆରବିସି ପ୍ରକିୟାକୁ ସ୍ଥଗତି ରଖିବାକୁ ନିଦେ୍ର୍ଦଶ ଦେଇଛନ୍ତି ।ମାମାଲ ସହ ଜଡିତ ପ୍ରକିୟା ପାଇଁ ଆଇବିସିରେ କୌଣସି ବ୍ୟବସ୍ଥ ଅଛି କି ନାହିଁ ବୋଲି ପଚାରିଛନ୍ତି । ମାମାଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୬କୁ ଧାର୍ଯ୍ୟ କରାଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0