spot_img

କୋରାପୁଟରେ ଉଦଘାଟନ ହେଲା ୬ଷ୍ଟ ପ୍ଲାଜମା ବ୍ୟାଙ୍କ

କୋରାପୁଟ: କୋରାପୁଟ ପ୍ଲାଜମା ବ୍ୟାଙ୍କ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦ୍ରୁତଗତରେ ବୃଦ୍ଧି ହେଉଥିବା ଦେଖି ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ଲାଜମା ବୃାଙ୍କ ଉଦଘାଟନ କରିଛନ୍ତି । ରାଜ୍ୟରେ ୬ଷ୍ଟ ପ୍ଲାଜମା ବ୍ୟାଙ୍କ କୋରାପୁଟରେ ଖୋଲା ରହିଛି । ଏସ୍‌ସିବି, କ୍ୟାପିଟାଲ ହସ୍ପିଟାଲ, ବ୍ରହ୍ମପୁର ଏମ୍‌କେସିଜି ହସ୍ପିଟାଲ, ରାଉରକେଲା ଏବଂ ବୁର୍ଲାରେ ପ୍ଲାଜମା ବ୍ୟାଙ୍କ ଖୋଲା ସରିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular