କରୋନାରେ କବଳିତ ବଲିଉଡ । ‘ବାହୁବଲୀ’ର ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ପିତାମାତା କରୋନା ପଜିଟିଭ୍ ବୋଲି ଜଣାପଡିଛି । ଏନେଇ ମିଡିଆ ମାଧ୍ୟମରେ ତମନ୍ନା ଏହି ସୂଚନା ଦେଇଛନ୍ତି। ତମନ୍ନାଙ୍କ ପିତା ସାନ୍ତୋଶ ଏବଂ ମାତା ରଜନୀଙ୍କର କୋଭିଡ -୧୯ ର ସାମାନ୍ୟ ଲକ୍ଷଣ ରହିଥିବା ବେଳେ ଉଭୟଙ୍କ ପରୀକ୍ଷା କରାଯାଇଥିଲା। ଟେଷ୍ଟରୁ ଉଭୟଙ୍କ ପିତାମାତା ସକରାତ୍ମକ ଥିବା ଜଣାପଡିଛି । ପୂର୍ବରୁ ବଚ୍ଚନ ପରିବାର ମଧ୍ୟ ଏହି ମହାମାରୀର ଶିକାର ହୋଇଥିଲେ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0