spot_img

ହୀରାକୁଦର ବନ୍ଦ ହେଲା ୪ଟି ଗେଟ, ୩୬ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି

ଉପରମୂଣ୍ଡରେ ବର୍ଷା କମିବାପରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ କମ୍ ହୋଇଛି । ସେପଟେ ହୀରାକୁଦର ୪ଟି ଗେଟ୍ ବନ୍ଦ ହୋଇଛି । ବର୍ତ୍ତମାନ ୩୬ଟି ଗେଟ ଦେଇ ହୀରାକୁଦରୁ ନିଷ୍କାସିତ ହେଉଛି ବନ୍ୟା ଜଳ । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୪ଲକ୍ଷ ୯୪ ହଜାର ୯୪ କ୍ୟୁସେକ  ଜଳ ପ୍ରବେଶ କରୁଛି । ଜଳଭଣ୍ଡାାରର ଜଳସ୍ତର ୬୨୭.୨୯ ଫୁଟ ରହିଛି । ହୀରାକୁଦ ଗେଟ୍ ବନ୍ଦ ହେବା ପରେ ତଳିଆ ଅଞ୍ଚଳରେ ମହନଦୀର ଜଳ ପ୍ରବାହ କମ୍ ହେଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular