ସିଞ୍ଜୋ ଆବେଙ୍କ ଇସ୍ତଫା ପରେ ଖାଲି ପଡିଛି ଜାପାନ ପ୍ରଧାନମନ୍ତ୍ରୀ ପଦ। ଏନେଇ ସେପ୍ଟେମ୍ବର 17ରେ ଏକ ଅସାଧାରଣ ସାଂସଦ ଅଧିବେଶନ ଡକାଇବାକୁ ଯୋଜନା କରୁଛି ଶାସକ ଲିବେରାଲ ଡେମୋକ୍ରାଟିକ ପାର୍ଟି । ପବ୍ଲିକ ବୋର୍ଡକାଷ୍ଟର ଏନଏଚକେ ଅନୁସାରେ, ସେପ୍ଟେମ୍ବର 1ରେ ସାଧାରଣ ବୈଠକ ମାଧ୍ୟମରେ ଶାସକ ଲିବେରାଲ ଡେମୋକ୍ରାଟିକ ପାର୍ଟି(ଏଲଡିପି) ଏହାର ପରବର୍ତ୍ତୀ ନେତାଙ୍କୁ କିପରି ଓ କେମିତି ଚୟନ କରିବେ ସେନେଇ ଆଲୋଚନା କରିବେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0