spot_img

ନିଲମ୍ବିତ ହେଲେ ଭଣ୍ଡାରୀ ପୋଖରୀ ଥାନା ଅଧିକାରୀ

ଭଦ୍ରକ: ଭଣ୍ଡାରିପୋଖରୀର ପୂର୍ବତନ ଥାନା ଅଧିକାରୀ ସନାତନ ସାହୁ ନିଲମ୍ୱିତ । ପୋଲିସ ଡିଜି ଅଭୟ ସନାତନ ସାହୁଙ୍କୁ ନିଲମ୍ବିତ କରିଛନ୍ତି । ବାଲିମାଫିଆଙ୍କ ସହ ଅଡିଓ ଭାଇରାଲ ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଡିଜି ।
ସୂଚନାଯୋଗ୍ୟ ଯେ, ବାଲି ମାଫିଆଙ୍କ ସହିତ ଟଙ୍କା ନେଣଦେଣ ଦେଇ ଭଣ୍ଡାରିପୋଖରୀ ଥାନା ଅଧିକାରୀଙ୍କ ଏକ ଅଡିଓ କ୍ଲିପ୍ ଭାଇରାଲ ହୋଇଥିଲା । ଯାହାପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଡିଜି । ତେବେ ଭଦ୍ରକ ଏସ୍‌ପି ରାଜେଶ ପଣ୍ଡିତଙ୍କ ସୂଚନାନୁସାରେ ଭଣ୍ଡାରୀପୋଖରୀର ପୂର୍ବତନ ଥାନା ଅଧିକାରୀ ସନାତନ ସାହୁଙ୍କ ନିଲମ୍ବିତ କରାଯାଇଛି । ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular