spot_img

କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ..

ଗତ ରବିବାର ପ୍ରଧାନମନ୍ତ୍ରୀ ନିଜ 68ତମ ମନ କି ବାତ୍‌ରେ ପୋଷଣ ଆନ୍ଦୋଳନ ଉପରେ ଚର୍ଚ୍ଚ କରିଥିବା ବେଳେ ଏନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେ ଆକ୍ଷେପ କରିଛନ୍ତି କି ବର୍ତ୍ତମାନ ଦେଶରେ ନିଟ୍‌ ଓ ଜେଇଇ ପରୀକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ଓ ଚର୍ଚ୍ଚାର ବିଷୟ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଏନେଇ ରେଡିଓ କାର୍ଯ୍ୟକ୍ରମରେ କୌଣସି ଆଲୋଚନା କରିନଥିଲେ । କେବଳ ସେତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି କି ପ୍ରଧାନମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ବିଷୟ ଛାଡି ‘ଖେଳନା ଉପରେ ଚର୍ଚ୍ଚା’ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular