spot_img

ନାଳରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଆପଟା ଥାନା ଅନ୍ତର୍ଗତ ଓରୋଡା ଗାଁ ନାଳରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କର ପରିଚୟ ଜଣାପଡି ନାହିଁ । ଆଜି ସକାଳେ ଯୁବତୀଙ୍କ ମୃତଦେହ ନାଳରେ ଭାସୁଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନାଳ ଭିତରୁ ମୃତଦେହ ଉଦ୍ଧାର କରିଥିଲେ । ତେବେ ଯବତୀଙ୍କ ବେକରେ କଟ ଦାଗ ରହିଛି । ତେଣୁ ଯୁବତୀଙ୍କୁ ହତ୍ୟା କରାଯାଇଥବିା ନେଇ ପୋଲିସ ସନେ୍ଦହ କରୁଛି । ଏଥିସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular