spot_img

ସୁଧୁରିନି ଶିଳ୍ପ ସ୍ଥିତି..

ଲକଡାଉନ କୋହଳ ପରେ ବି ଶିଳ୍ପ ଗତିବିଧି ସ୍ବାଭାବିକ ହୋଇନି । ଫଳରେ ଜୁଲାଇ ମାସରେ ଦେଶର 8 ପ୍ରମୁଖ ଉଦ୍ୟୋଗ ଉତ୍ପାଦନ 9.6 ପ୍ରତିଶତ ହ୍ରାସ ହୋଇଛି । ଏହାକୁ ମିଶାଇ ଲଗାତାର 5ମାସ ଧରି ଏହି ସୂଚକାଙ୍କ ଖସୁଥିବା ଦେଖାଦେଇଛି । ସୋମବାର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ଏ ନେଇ ତଥ୍ୟ ଜାରି କରିଛି ।ମୁଖ୍ୟତଃ ଇସ୍ପାତ, ରିଫାଇନାରୀ ଉତ୍ପାଦ ଓ ସିମେଣ୍ଟ କ୍ଷେତ୍ରରେ ଖରାପ ପ୍ରଦର୍ଶନ ଯୋଗୁଁ ଔଦ୍ୟୋଗିକ କ୍ଷେତ୍ରର ଉତ୍ପାଦନ ଖସିଛି । 2019 ଜୁଲାଇ ମାସରେ 8 ପ୍ରମୁଖ କୋର ସେକ୍ଟର ଉତ୍ପାଦନରେ 2.6 ପ୍ରତିଶତ ବଢିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular