ଆନନ୍ଦପୁର : ବଜ୍ରପାତ ନେଲା ତିନି ଜୀବନ । କେନ୍ଦୁଝର ଜିଲ୍ଲା ନନ୍ଦିପାଦା ଥାନା ଇଞ୍ଚୋଳରେ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ବାହାରିପୁରରେ ଜଣେ ଏବଂ ରାମଚନ୍ଦ୍ରପୁର ଥାନା ଗଡବାନ୍ଧୋଗଡା ସାପୁଆସାହିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲେ । ବଜ୍ରାଘାତରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0