spot_img

ଆଦିତ୍ୟ ମୃତ୍ୟୁ ପଛରେ ରହିଛି ସାଇକୋ ଲେଡିର ହାତ !

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସ ବାପାଙ୍କ ବଡ଼ ଖୁଲାସା । ଆଦିତ୍ୟଙ୍କ ମୃତ୍ୟୁ ପଛରେ ସାଇକୋ ଲେଡିର ହାତ ଥିବା ସେ କହିଛନ୍ତି । ସାଇକୋ ଲେଡିଙ୍କୁ ସେ ଗୁଜରାଟରେ ଥିବାବେଳେ ଦେଖିଥିବା କହିଛନ୍ତି । ସେ ଆଦିତ୍ୟଙ୍କୁ ବିବାହ କରିବାକୁ ଚାହୁଁଥିଲେ ଓ ବ୍ଲାକମେଲ୍ ମଧ୍ୟ କରୁଥିଲେ । ସେ ଆଦିତ୍ୟଙ୍କୁ ବର୍ଷେ ହେବ ଏକତରଫ। ପ୍ରେମ କରୁଥିବା ଆଦିତ୍ୟଙ୍କ ବାପା କହିଛନ୍ତି ।  ୨୦ ଦିନ ହେବ ଏହି ତଥ୍ୟ କ୍ରାଇମ୍‌ବ୍ରାଞ୍ଚକୁ  ଦେଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନଥିବା ସେ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଭୁବନେଶ୍ୱର ଫରେନସିକ ଲ୍ୟାବରେ  ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଓ ପପୁ, ବିକାଶ,ଦୀପଙ୍କର ଲାଇ ଡ଼ିଟେକ୍ସନ ଟେଷ୍ଟ ସରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular