ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସ ବାପାଙ୍କ ବଡ଼ ଖୁଲାସା । ଆଦିତ୍ୟଙ୍କ ମୃତ୍ୟୁ ପଛରେ ସାଇକୋ ଲେଡିର ହାତ ଥିବା ସେ କହିଛନ୍ତି । ସାଇକୋ ଲେଡିଙ୍କୁ ସେ ଗୁଜରାଟରେ ଥିବାବେଳେ ଦେଖିଥିବା କହିଛନ୍ତି । ସେ ଆଦିତ୍ୟଙ୍କୁ ବିବାହ କରିବାକୁ ଚାହୁଁଥିଲେ ଓ ବ୍ଲାକମେଲ୍ ମଧ୍ୟ କରୁଥିଲେ । ସେ ଆଦିତ୍ୟଙ୍କୁ ବର୍ଷେ ହେବ ଏକତରଫ। ପ୍ରେମ କରୁଥିବା ଆଦିତ୍ୟଙ୍କ ବାପା କହିଛନ୍ତି । ୨୦ ଦିନ ହେବ ଏହି ତଥ୍ୟ କ୍ରାଇମ୍ବ୍ରାଞ୍ଚକୁ ଦେଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନଥିବା ସେ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଭୁବନେଶ୍ୱର ଫରେନସିକ ଲ୍ୟାବରେ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଓ ପପୁ, ବିକାଶ,ଦୀପଙ୍କର ଲାଇ ଡ଼ିଟେକ୍ସନ ଟେଷ୍ଟ ସରିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0