spot_img

ଜଳେଶ୍ୱରରୁ ଉଦ୍ଧାର ହେଲା ବିରାଟ ଅଜଗର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ପସରବିନ୍ଧା ଗାଁରେ ଏକ ଅଜଗର ସାପ ଉଦ୍ଧାର । ସୂଚନା ଅନୁସାରେ, ପସରବିନ୍ଧା ଗ୍ରାମର କିଛି ଲୋକ ବିଲକୁ କାମ କରିବାକୁ ଯାଇଥିଲେ । ସେଠାରେ ଏକ ବିରାଟ ଅଜଗର ସାପକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଭୋଗରାଇ ବନବିଭାଗ ଘଟଣାସ୍ଥଳରେ ପହଁଚି ସାପଟିକୁ ଉଦ୍ଧାର କରି ଜଙ୍ଗଲକୁ ଛାଡ଼ିଦେଇଥିଲେ । ସାପଟିର ଲମ୍ବ ୧୨ଫୁଟ ଏବଂ ଓଜନ ପ୍ରାୟ ୨୦ କିଲୋଗ୍ରାମରୁ ଅଧିକ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular