ଗାରାବନ୍ଧ: ବିପୁଳ ପରିମାଣର ବହୁମୂଲ୍ୟ ବିରଳ ରକ୍ତ ଚନ୍ଦନ କାଠ ଜବତ। ଜଙ୍ଗଲ ବିଭାଗ ଓ ପୁଲିସର ମିଳିତ ଚଢାଉ ପରେ ଜବତ ହୋଇଛି ୬ କୁଇଣ୍ଟାଲ ୬୦ କିଗ୍ରା ରକ୍ତ ଚନ୍ଦନ କାଠ । ଯାହାର ଆନୁମାନିକ ମୁଲ୍ୟ ୧୫ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଛି । ଗାରାବନ୍ଧ ଥାନା ଅନ୍ତର୍ଗତ ଭିମପୁର ନିକଟ ଏକ ପରିତ୍ୟକ୍ତ ଘରୁ ଏ ସବୁ କାଠ ଜବତ ହୋଇଛି ଜ୍ଝ ତେବେ ଏ ଘଟଣାରେ କୌଣସି ଅଭିଯୁକ୍ତ ଗିରଫ ହୋଇନାହାନ୍ତି



Visitors Today : 3
Total Visitors : 130169
Total Views : 9891615
Visitors Online Now : 0