spot_img

ଆସନ୍ତା ମ୍ୟାଚକୁ ନେଇ ଆଜି ବିସିସିଆଇର ବୈଠକ

ନୂଆଦିଲ୍ଳୀ: ଆସନ୍ତା ମାସରେ ଖେଳାଯିବାକୁ ଯାଉଛି ଭାରତ- ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ । ତେବେ ଏନେଇ ବିସିିସଆଇ ପକ୍ଷରୁ ଆଜି ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଅଷ୍ଟ୍ରେଲିଆରେ ଭାରତୀୟ ଦଳର କ୍ୱାରନଟାଇନ ଅବଧିକୁ କମ କରିବା ପ୍ରସଙ୍ଗ ସହ ଆସନ୍ତା ଘରୋଇ ମ୍ୟାଚ ବିଷୟରେ ଆଲୋଚନା କରାଯିବ । ସୂଚନା ଅନୁସାରେ, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କ୍ୱାରନଟାଇନ ଅବଧିକୁ କମ କରିବା ପ୍ରସଙ୍ଗକୁ ନେଇ ପୂର୍ବରୁ ପ୍ରଶ୍ନ ଉଠାଇଥିଲେ । ତେବେ ଆଜିର ବୌଠକ ଭିଡିଓ କଲ ମାଧ୍ୟମରେ ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular