ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲା ନୂଆ ଅତିଥି । ସିମ୍ପାଞ୍ଜି ପରିବାର ପାଇଁ ଏକ ଖୁସି ଖବର । ଖୁଆଡ ନଂ ୬୦ (ଖ)ରେ ରହୁଥିବା ସିମ୍ପାଞ୍ଜି ପୂର୍ଣ୍ଣିମା ସୋମବାର ଏକ ଶାବକ ଜନ୍ମ ଦେଇଛି । ଏହି ଶାବକଟି ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ସୂଚନା ମିଳିଛି । ଏହାକୁ ମିଶାଇ ସିମ୍ପାଞ୍ଜିଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଏବେ ଜୁଲୁ, ପୂର୍ଣ୍ଣିମା, ପମ୍ପେଟା, ରାକ୍ଷୀ, ଲକ୍ଷ୍ମୀ, ଦୁର୍ଗା ନାମକ ସିମ୍ପାଞ୍ଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହିଛନ୍ତି ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0