spot_img

ପାକ ସେନାକୁ ପ୍ରଶଂସା କରୁଛନ୍ତି ୱିଙ୍ଗ କମାଣ୍ଡର

ନୂଆଦିଲ୍ଲୀ: ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଏକ ନୂଆ ଭିଡିଓ ଜାରି କରିଛି ପାକିସ୍ତାନ । ଯେଉଁଥିରେ ଅଭିନନ୍ଦନ ପାକିସ୍ତାନ ସେନାକୁ ପ୍ରଶଂସା କରୁଥିବାର ଦେଖିବା ପାଇଁ ମିଳିଛି । ତେବେ ଏହା ନୂଆ ନା ପୂରୁଣା ତାହା ସ୍ପଷ୍ଟ କରାଯାଇ ନାହିଁ । ଏହା ସହ ଏହାକୁ ଏଡିଟିଂ କରାଯାଇଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ । ଅନ୍ୟପଟେ ଆଜିର ଦିନରେ ଭାରତୀୟ ବାୟୁସେନା ପାକିସ୍ତାନରେ ଏୟାରଷ୍ଟ୍ରାଇକ କରିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular