spot_img

ସୁସ୍ଥ ହେଲେ ଅଭିନେତା ଅଭିଷେକ ବଚ୍ଚନ..ସୋସିଆଲ ମିଡିଆରେ ପୋଷ୍ଟ ଏବେ ମୁଁ ଘରକୁ ଯିବାକୁ ସକ୍ଷମ …

ଅଭିନେତା ଅଭିଷେକ ବଚ୍ଚନ ରିପୋର୍ଟ କରୋନା ନେଗେଟିଭ ଆସିଛି । ଏ ସଂପର୍କରେ ସେ ଡାକ୍ତରଖାନାରୁ ସୋସିଆଲ ମିଡିଆରେ ପୋଷ୍ଟ କରି ସୁଚନା ଦେଇଛନ୍ତି । କୋଭିଡ-୧୯ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିବା ପରେ ଏବେ ମୁଁ ଘରକୁ ଯିବାକୁ ସକ୍ଷମ ହୋଇଥିବାରୁ ଖୁସି ବୋଲି ସେ ହସ୍ପଟାଲରୁ ପୋଷ୍ଟ କରିଛନ୍ତି । ସୁଚନାଅନୁଯାୟୀ ଗତ ଜୁଲାଇ ୧୧ରେ ତାଙ୍କର କୋଭିଡ-୧୯ ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ସେ ମୁମ୍ବାଇର ନାନାବତୀ ହସ୍ପଟିଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।ପ୍ରାୟ ଏକ ମାସଧରି ଚିକିତ୍ସାଧୀନ ରହିବା ପରେ ଆଜି ତାଙ୍କର ରିପୋର୍ଟ ନେଗେଟିଭ ଆସିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular