ଘସିପୁରା: ତିନି ବାଇକ ଆରୋହୀଙ୍କ ଉପରକୁ ଚଢିଗଲା ଟ୍ରକ । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତୁ୍ୟ ହୋଇଛି । ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଘସିପୁରା ସଇଲଙ୍ଗ ଅପ୍ରଚ ରାସ୍ତାରେ ଘଟିଛି ଏହି ଅଘଟଣ । ପରେ ଗୁରୁତର ମାନଙ୍କୁ ଘସିପୁରା ମେଡ଼ିକାଲକୁ ପଠାଇ ଦିଆଯାଇଛି । ଖବର ପାଇ ଘଟଣା ସ୍ଥଳରେ ଘଷିପୁରା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ଘଟଣା ଗ୍ରସ୍ତ ମାନଙ୍କ କୌଣସି ପରିଚୟ ମିଳିପାରି ନାହିଁ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0