ଝାରସୁଗୁଡା: ବନହରପାଲି ଓପିଜିସି ପ୍ଲାଣ୍ଟରେ ଅଘଟଣ । ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ୟୁନିଟ-୩ର ଆଶ୍ ହାଣ୍ଟିଙ୍ଗ୍ ପ୍ଲାଣ୍ଟର ହପର ଖସିଯିବାରୁ ୪ଜଣ ଶ୍ରମିକ ଗୁରୁତର ହୋଇପଡିଛନ୍ତି । ଏହି ଶ୍ରମିକଙ୍କ ଦେହରେ ଗରମ ପାଉଁଶ ପଡିଯାଇଥିବାରୁ ଏମାନେ ଗୁରୁତର ଆହାତ ହୋଇପଡିଥିଲେ । ପ୍ରଥମେ ସେମାନଙ୍କୁ ଓପିଜିସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0