ନୂଆଦିଲ୍ଲୀ: ଗତକାଲି ଆରବ ସାଗର ଉପରେ ଉଡାଣ ବେଳେ ମିଗ୍ -29k ଟ୍ରେନର ବିମାନ ଖସିପଡିଛି । ଏଥିରେ ଜଣେ ପାଇଲଟ୍ ଉଦ୍ଧାର ହୋଇଥିବା ବେଳେ ଆଉ ଜଣେ ପାଇଲଟ୍ ନିଖୋଜ ଅଛନ୍ତି । ସେହି ପାଇଲଟଙ୍କୁ ଭୂମି ଏବଂ ଆକାଶରେ ଖୋଜାଖୋଜି କରାଯାଉଛି । ଟ୍ରେନିଂ ବେଳେ ଏହା ଆରବ ସାଗରରେ ଖସିପଡିଛି । ଏହି ସୂଚନା ଭାରତୀୟ ନୌସେନା ପକ୍ଷରୁ ଦିଆଯାଇଛି । କେମିତି ଓ କେଉଁ ପରିସ୍ଥିତିରେ ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ? ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0