ବାଲେଶ୍ୱର: ବାଇକ ଓ ଡ଼ମ୍ପର ମୁହାଁମହିଁ ଧକ୍କା । ଫଳରେ ବାଇକ ଆରୋହୀ ଗୁରୁତର । ବାଲେଶ୍ୱର ୫୭ନଂ ଜାତୀୟ ରାଜପଥ ର ବାରମାଇଲ ଛକଠାରେ ଏହି ଦୁର୍ଘଟଣା ଘଟିଛି । ସକାଳୁ ଡ଼ମ୍ପର ସହିତ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାର ତାଙ୍କୁ ଜଳେଶ୍ୱର ଡ଼ାକ୍ତରଖାନା ରେ ଭର୍ତି କରାଯାଇଛି । ପରେ ଉତ୍ୟକ୍ତ ଲୋକେ ବାରମାଇଲ ଛକରେ ଟାୟାର ଜାଳି ରାସ୍ତା ରୋକ ÿକରିଛନ୍ତି । ଏହସହା ସେହି ଦୁର୍ଘଟଣା ସ୍ଥାନରେ ଏକ ହମ୍ପସ୍ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0