spot_img

ଇତିହାସ ରଚିଲେ ମହିଳା ଅମ୍ପାୟାର

ସିଡନୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲୁଥିବା ତୃତୀୟ ଟେଷ୍ଟ ମ୍ୟାଚରେ କ୍ଲେର ପୋଲୋସାକ ଅମ୍ପାୟାର ହୋଇଛନ୍ତି । ଏହା ସହ ପୁରୁଷ ଅନ୍ତର୍ଜାତିକ କ୍ରିକେଟ ମ୍ୟାଚରେ ଅଫିସିଆଲ ପ୍ରଥମ ମହିଳା ଅମ୍ପାୟାର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଅନ୍ୟପଟେ ଅଷ୍ଟ୍ରେଲିଆର ନୁ୍ୟ ସାଉଥ ୱେଲର ୩୨ ବର୍ଷୀୟ ପୋଲୋସାକ ଚତୁର୍ଥ ଅମ୍ପାୟାର ଭାବରେ ନଜର ଆସିଛନ୍ତି । ଏହା ପୂର୍ବରୁ କ୍ଲେର ପୋଲୋସାକ ୨୦୧୯ରେ ନାମ୍ବିଆ ଏବଂ ଓମାନ ମଧ୍ୟରେ ଚାଲିଥିବା ବିଶ୍ୱ କ୍ରିକେଟ ଡିଭିଜନର ଦୁଇଟି ମ୍ୟାଚରେ ଅମ୍ପାୟାର ଭାବରେ ନଜର ଆସିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular