spot_img

୬୪ ବର୍ଷରେ ପାଦ ଦେଲେ ଅଭିନେତ୍ରୀ ଅମ୍ରିତା ସିଂ

୬୪ ବର୍ଷରେ ପାଦ ଦେଲେ ବଲିଉଡ଼ ଅଭିନେତ୍ରୀ ଅମ୍ରିତା ସିଂ । ୧୯୫୮ ମସିହା ଆଜିର ଦିନରେ ସେ ପାକିସ୍ତାନର ହଦାଳିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ରୁକ୍ସାନା ସୁଲତାନ ଓ ତାଙ୍କ ପିତାଙ୍କ ନାମ ଶାବିନ୍ଦର ସିଂ । ୧୯୮୩ ଫିଲ୍ମ ବେତବ ଜରିଆରେ ସେ ବଲିଉଡ଼ରେ ପାଦ ଦେଇଥିଲେ । ଏହା ପରେ ୧୯ ୮୫ରେ ସାହେବ, ମର୍ଦ୍ଦ,ଚାମେଲି କି ଶାଦି ଭଳି ତାଙ୍କର ଅନେକ ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ୧୯୯୧ରେ ସେ ଶୈଫ ଅଲ୍ଲୀ ଖାଁଙ୍କୁ ବିବାହ କରିଥିଲେ । ୨୦୦୪ରେ ଶୈଫଙ୍କ ସହିତ ତାଙ୍କର ବିବାହ ବିଛେଦ ଘଟିଥିଲା । ଏବେ ଅମ୍ରିତା ଝିଅ ସାରା ଅଲ୍ଲୀ ଖାଁ ଏବଂ ପୁଅ ଇବ୍ରାହିମ ଖାଁ ସହିତ ରହୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular