spot_img

ଘର ଭିତରୁ ଉଦ୍ଧାର ହେଲା ହରିଣ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକରେ ଘର ଭିତରୁ ଏକ ହରିଣ ଉଦ୍ଧାର ହୋଇଛି । ଏପରି ଏକ ଘଟଣା ଘଟିଛି ଘସିପୁରା ବ୍ଲକ ନଣ୍ଡାବର ଗାଁର ପଞ୍ଚୁ ସାହୁଙ୍କ ଘରେ । ଖାଦ୍ୟ ଅନ୍ୱେଷଣରେ ହରିଣଟି ଘର ଭିତରକୁ ଆସିଥିବାର ସୂଚନା ମିଳିଛି । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଁଞ୍ଚି ହରିଣଟିକୁ ଉଦ୍ଧାର କରି ଜଙ୍ଗଲ ଭିତରକୁ ଛାଡ଼ିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular