spot_img

ଟିଟିଲାଗଡ଼ ବିଡ଼ିଓଙ୍କୁ ହତ୍ୟା ଧମକ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବିଡ଼ିଓଙ୍କୁ ହତ୍ୟା ଧମକ । ବିଡ଼ିଓ ନିଜ ଅଫିସରେ କାର୍ଯ୍ୟରତ ଥିବା ବେଳେ ଜଣେ ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ ସହ ହତ୍ୟା ଧମକ ଦେଇଥିବାର ଅଭିଯୋଗ କରିଥିଲେ । ସୂଚନା ଅନୁସାରେ, ବିଡ଼ିଓ ଅଫିସରେ ଜଣେ ଯୁବକ ବିଭିନ୍ନ ପଞ୍ଚାୟତରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ପଚାରିଥିଲେ । ଏହାର ଉତ୍ତର ରଖି ବିଡ଼ିଓ ମହାମାରୀ କରୋନା ପାଇଁ କୌଣସି କାର୍ଯ୍ୟ ହୋଉନଥିବାର କହିଥିଲେ । ଏହାର ଜବାବରେ ଯୁବକ ଜଣଙ୍କ ଗାଳି ଗୁଲଜ କରିବା ସହ ବୁଲଡ଼ୋଜର ଚଢାଇ ମାରିଦେବେ ବୋଲି ବିଡ଼ିଓଙ୍କୁ ଧମକ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular