spot_img

ଆଦିତ୍ୟ ଦାଶ ମୃତ୍ୟୁ ମାମଲା, ୩ ବନ୍ଧୁଙ୍କ ଲାଇଡ଼ିଟେକ୍ସନ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର: ମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ରାଜ୍ୟ ଫରେନସିକ ସେଣ୍ଟରେ ହାଜର ହେଲେ ବିକାଶ, ପପୁ ଏବଂ ଦୀପକ । ଭୁବନେଶ୍ୱର ଫରେନସିକ ଲ୍ୟାବରେ ସେମାନଙ୍କର ଲାଇ ଡ଼ିଟେକ୍ସନ ଚାଲିଛି ।
ସୂଚନାଯୋଗ୍ୟ ଏହି ମାମଲାରେ ଗତକାଲି ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ଲାଇ ଡ଼ିଟେକ୍ସନ ଟେଷ୍ଟ କରାଯାଇଥିଲା । ଭୁବନେଶ୍ୱର ଫରେନସିକ ଲ୍ୟାବରେ ୫ ଘଣ୍ଟା ଧରି ବିଦ୍ୟାଶ୍ରୀଙ୍କ ଲାଇ ଡ଼ିଟେକସନ ଟେଷ୍ଟ ଚାଲିଥିଲା । ଏହି ସମୟରେ ବିଦ୍ୟାଶ୍ରୀଙ୍କୁ ପ୍ରାୟ ୭୦ଟି ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଲିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular