ଝାରସୁଗୁଡା: ଆସନ୍ତା ୩୦ ତାରିଖରୁ ଝାରସୁଗୁଡାକୁ ୭ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଏହି ସଟଡାଉନ୍ ୩୦ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୫ ତାରିଖରେ ଶେଷ ହେବ । ତେବେ ଏହି ସମୟରେ ସକାଳ ୬ଟାରୁ ଦିନ ୧୧ଟା ମଧ୍ୟରେ ଆବଶ୍ୟକୀୟ ସାମଗ୍ରୀ ମିଳିବ । ଗ୍ରସରି ଆଇଟମ, ପରିବା, କ୍ଷୀର, ଆମିଷ ଦୋକନ ଏବଂ ଔଷଧ ଦୋକାନ ଖୋଲା ରହିବ । ଏହା ସହ ବ୍ୟାଙ୍କ ମଧ୍ୟ ଖୋଲା ରହିବ । ତେବେ ୨୯ ତାରିଖ ଶନିବାର ଦିନ ସପ୍ତାହନ୍ତ ସଟଡାଉନ୍ ହେବ ନାହିଁ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0