ପାକିସ୍ଥାନ: ବିଶ୍ୱବ୍ୟାପି ଆତଙ୍କବାଦୀଙ୍କ ଆର୍ଥିକ କାରବାର ଉପରେ ନଜର ରଖୁଛି ଅନ୍ତର୍ଜାତୀୟ ସଂସ୍ଥା ‘ଫାଇନାନସିଆଲ ଆକ୍ସନ ଟ୍ୟାକ୍ସ ଫୋସ’ର୍ । ନିକଟରେ ପାକିସ୍ତାନ ଏହି ସଂସ୍ଥାର ୬ଟି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ପୂରଣ କରିନାହିଁ । ପାକିସ୍ତାନ ଏଫଏଟିଏଫ୍କୁ ପ୍ରଦାନ କରିଥିବା ଆତଙ୍କବାଦୀ ତାଲିକାରୁ ୪୦୦୦ ଆତଙ୍କବାଦୀଙ୍କ ନାମ ଗାଏବ ହୋଇଯାଇଛି । ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମୌଲାନା ମସୁଦ୍ ଆଝାର୍ ଏବଂ ହାଫିଜ ସୟିଦକୁ ମଧ୍ୟ ପାକିସ୍ତାନ ସୁରକ୍ଷା ଦେଉଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0