ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ଲଙ୍କା ପ୍ରିମିୟର ଲିଗକୁ ଅଧାରୁ ଛାଡି ଦେଶକୁ ଫେରିଛନ୍ତି । ତେବେ ଶାହିଦଙ୍କ ଝିଅ ଅସୁସ୍ଥ ଥିବାବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏଥିପାଇଁ ଶାହିଦ ମ୍ୟାଚ ଅଧାରୁ ଛାଡି ଚାଲିଆସିଥିବାର ଜଣାପଡିଛି । ଅନ୍ୟପଟେ ଆଫ୍ରିଦି ଏଲପିଏଲରେ ଗାଲେ ଗ୍ଲେଡିଏଟସ ଟିମର ସଦସ୍ୟ ଅଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0