କରାଚି: ପାକିସ୍ଥାନ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ଆଝାର ଅଲ୍ଲୀ ନିଜ ପଦ ହରାଇବା କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆଝାର ପାକିସ୍ଥାନ ପକ୍ଷରୁ ୮୧ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ମାତ୍ର ଅଧିନାୟକ ଭାବେ ବିଗତ କେତେକ ସିରିଜରେ ବିଫଳ ହୋଇଥିବାରୁ ତାଙ୍କୁ ଅଧିନାୟକ ପଦରୁ ବାଦ ଦେବାକୁ ପିସିବି ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନସ୍ଥିର କରିଛନ୍ତି । ଅନ୍ୟପଟେ ଗତବର୍ଷ ଅକ୍ଟୋବରରେ ସର୍ଫରାଜ ଅହମ୍ମଦଙ୍କ ସ୍ଥାନରେ ଆଝାର ଅଲ୍ଲୀଙ୍କୁ ପାକିସ୍ଥାନ ଟେଷ୍ଟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0