spot_img

ବଲିଉଡରେ ୩୦ ବର୍ଷପୂରଣ କଲେ ଖିଲାଡି

ମୁମ୍ବାଇ: ବଲିଉଡରେ ୩୦ ବର୍ଷ ପୂରଣ କଲେ ଅକ୍ଷୟ କୁମାର । ତେବେ ତାଙ୍କର ଏହି ୩୦ ବର୍ଷର ଯାତ୍ରା ବହୁତ ଭଲ ଥିଲା ବୋଲି କହିଛନ୍ତି । ଏହା ସହ ତାଙ୍କ ଫିଲ୍ମ ଜଗତରେ ଏଣ୍ଟ୍ରିରୁ ଆରମ୍ଭ କରି ଇଣ୍ଡଷ୍ଟ୍ରିରେ ସଂଘର୍ଷ ଓ ନ୍ୟାସନାଲ ଆୱାର୍ଡ ବିଜେତା ପର୍ୟ୍ୟନ୍ତ ନିଜର ସମସ୍ତ ଅଭିଜ୍ଞତା ସେୟାର କରିଛନ୍ତି । ସେ କହିଛନ୍ତି, ଇଣ୍ଡଷ୍ଟ୍ରିରେ ପ୍ରବେଶ ମୁସ୍କିଲ ଥିଲା। କିନ୍ତୁ ଇଣ୍ଡଷ୍ଟ୍ରିରେ ଲଗାତାର ଦୃଢ ଭାବେ ରହିବା ତୁଳନାରେ ଏଣ୍ଟ୍ରି ସହଜ। ଫିଲ୍ମ ଜଗତରେ ଲଗାତାର ନିଜ ସ୍ଥିତି ବଜାୟ ରଖିବା ସବୁଠାରୁ ବଡ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular