ନୂଆଦିଲ୍ଲୀ: ଚଳିତ ବର୍ଷ ବଜେଟରେ ଆଲକୋହଲ ଉପରେ ୧୦୦ ପ୍ରତିଶତ କୃଷି ସେସ ଲାଗୁ କରାଯାଇଛି । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଏପରି ହେବା ଦ୍ୱାରା ମଦ ଦାମ ବୃଦ୍ଧି ପାଇବ । ଏହା ସହ ଆଲକୋହଲରୁ ପ୍ରସ୍ତୁତ ହେଉଥିବା ଅନ୍ୟ ଉତ୍ପାଦ ମାନଙ୍କର ମଧ୍ୟ ଦର ଦାମ ବୃଦ୍ଧି ହେବ ।

Visitors Today : 0
Total Visitors : 130166
Total Views : 9891611
Visitors Online Now : 0