ୱାଶିଂଟନ: ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଆଜି ଅପରାହ୍ନରେ ଶପଥ ନେବେ । ତେବେ ବାଇଡେନଙ୍କୁ ଦେଶର ବିଚାରପତି ସୋନିଆ ସୋଟେମେୟର ଶପଥପାଠ କରାଇବେ ବୋଲି ସୂଚନା ମିଳିଛି । ଏହା ସହ ଦେଶର ସବୁଠାରୁ ବୟସ୍କ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ହେବାକୁ ଯାଉଛନ୍ତି । ଅନ୍ୟପଟେ ଦେଶର ୪୯ତମ ଉପରାଷ୍ଟ୍ରପତି ଭାବେ କମଳା ହାରିସ ମଧ୍ୟ ତାଙ୍କ ସହ ଶପଥ ନେବାକୁ ଯାଉଛନ୍ତି । ଏହି ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ସମେତ ୧୦୦୦ ଅତିଥି ଓ କଂଗ୍ରେସ ସଦସ୍ୟବୃନ୍ଦ ଯୋଗଦେବେ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0