spot_img

ଭିସା ନିୟମ କୋହଳ କରିବେ ଜୋ ବାଇଡେନ

ଓାଶିଂଟନ: ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ନିଜର ଶାସନ ଭାର ନିଜ ହାତକୁ ନେବାକୁ ଯାଉଛନ୍ତି । ତେବେ ଶାସନ ଭାର ଗ୍ରହଣ କରିବା ପରେ ତାଙ୍କର ପ୍ରଥମ କାର୍ଯ୍ୟ କଣ ରହିବ ସେ ନେଇ ସାରା ବିଶ୍ୱର ନଜର ରହିଛି । ଇତିମଧ୍ୟରେ ସେ ପ୍ରଥମେ ଭିସା ନିୟମ କୋହଳ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଆମେରିକା ଫାଷ୍ଟର ନାରା ଦେଇ ଭିସା ନିୟମକୁ କଡାକଡି କରିବା ସହିତ ଇମିଗ୍ରେସନ କଟକଣା ଲଗାଇଥିଲା ଟ୍ରମ୍ପ ପ୍ରଶାସନ । ହେଲେ ଭିସା ନିୟମକୁ କୋହଳ କରିବା ଭଳି ସଂକେତ ଦେଇସାରିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular