ନୂଆଦିଲ୍ଲୀ: ଆମେରିବା ଭାରତ ଠାରୁ ୨୧୬ ବିଲିୟନ ୟୁଏସ ଡଲାରର ରୁଣ ନେଇଛି । ଏହି ଋଣ ପରେ ଆମେରିକାର ମୋଟ ଋଣ ୨୯ ଟ୍ରିଲିୟନ୍କୁ ବଢ଼ି ଯାଇଛି । ଏହାକୁ ନେଇ ଆମେରିକାର ଜଣେ ସାଂସଦ କହିଛନ୍ତି ଯେ, ବୈଦେଶିକ ଋଣକୁ ନେଇ ଚିନ୍ତା ବଢ଼ିଛି । ଏହି ଋଣର ଅଧିକାଂଶ ଅଂଶ ଚୀନ୍ ଏବଂ ଜାପାନ୍ର ରହିଥିବା ସେ କହିଛନ୍ତି ।୨୦୨୦ରେ ୟୁଏସ୍ର ଜାତୀୟ ଋଣ ୨୩.୪ ଟ୍ରିଲିୟନ୍ ରହିଥିଲା, ଯାହାଫଳରେ ଆମେରିକାରେ ଜଣଙ୍କ ମୁଣ୍ଡ ପିଛା ୭୨,୩୦୯ ଡଲାର୍ର କରଜ ରହିଥିଲା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0