spot_img

ବର୍ଡର-ଗାଭାସ୍କର ଟ୍ରଫି ଜିତିବା ପରେ ୬ ଖେଳାଳିଙ୍କୁ ଉପହାର ଦେବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ଭାରତର ଐତିହାସିକ ବିଜୟ ପରେ ସାରା ବିଶ୍ୱରେ ଭାରତୀୟ ଖେଳାଳିଙ୍କ ପ୍ରଶଂସା କରୁଛି । ତେବେ ଭାରତର ଯୁବ ଖେଳାଳି ଆକର୍ଷଣୀୟ ପ୍ରଦର୍ଶନ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। କ୍ରିକେଟ ବିଶେଷଜ୍ଞ ମଧ୍ୟ ଭୁରି ଭୁରି ଏହି ଖେଳାଳିଙ୍କର ପ୍ରଶଂସା କରୁଛନ୍ତି। ଭାରତର ଐତିହାସିକ ବିଜୟ ପରେ ବିସିସିଆଇ ଖେଳାଳିଙ୍କୁ ୫ କୋଟି ଟଙ୍କା ବୋନସ ପୁରସ୍କାର ଭାବେ ଦେବାକୁ ଘୋଷଣା କରିଛି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ମଧ୍ୟ ଭାରତୀୟ ଖେଳାଳିଙ୍କୁ ଏକ ବଡ ଉପହାର ଦେବାକୁ ଘୋଷଣା କରିଛନ୍ତି। ସେ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular