ସମ୍ବଲପୁର: ଓଡ଼ିଶାରେ ଖୋଲା ହେଲା ଆଉ ୨ଟି ପ୍ଲାଜମା ବ୍ୟାଙ୍କ। ବ୍ରହ୍ମପୁର MKCG ଏବଂ ବୁର୍ଲା ଭିମ୍ସାରରେ ଦୁଇଟି ପ୍ଳାଜମା ବ୍ୟାଙ୍କ ଆରମ୍ଭ ହୋଇଛି। ଭିଡ଼ିଓ କନଫରେନ୍ସ ଜରିଆରେ ୨ଟି ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଦୁଇଟିକୁ ମିଶାଇ ରାଜ୍ୟରେ ମୋଟ୍ ପ୍ଲାଜମା ବ୍ୟାଙ୍କ ସଂଖ୍ୟା ୫କୁ ବୃଦ୍ଧି। ପୂର୍ବରୁ କଟକ SCB, କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି।ରାଉରକେଲା IGHରେ ମଧ୍ୟ ଆରମ୍ଭ ହୋଇଛି ପ୍ଲାଜମା ବ୍ୟାଙ୍କ।



Visitors Today : 3
Total Visitors : 130567
Total Views : 9892122
Visitors Online Now : 0