spot_img

ଅଗଷ୍ଟ ମାସ ପାଇଁ ଏଲପିଜି ଗ୍ୟାସ ସିଲିଣ୍ତର ଦର ହାସ୍ର.. ନୁଆ ଦାମ ଜାରି କଲା ତୈଳ କମ୍ଫାନୀ ..

ସାଧାରଣ ଜନତାଙ୍କ ପାଇଁ ଆଶ୍ୱସ୍ତିକର ଖବର ..ଦେଶରେ ତୈଳଦର କମ୍ଫାନୀ ଏଲପିଜି ଗ୍ୟାସ ମୁଲ୍ୟରେ ପରିବର୍ତ୍ତନ ଆଣିଛନ୍ତି । ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋ ଗ୍ୟାସ ସିଲିଣ୍ଡର ୫୯୪ଟଙ୍କାରେ ସ୍ଥିର ହୋଇଥିବାବେଳେ ଅନ୍ୟ ସହରମାନଙ୍କରେ ମଧ୍ୟ ଘରୋଇ ଇନ୍ଧନ ଗ୍ୟାସ ଦାମ ସ୍ଥିର ରହିଛି । ଜୁଲାଇ ମାସରେ ଗ୍ୟାସ ସିଲିଣ୍ଡର ନନ-ସବସିଡି ଏଲପିଜି ଗ୍ୟାସ ସିଲିଣ୍ଡର ୪ଟଙ୍କ ବୃଦ୍ଧି ପାଇଥିଲା । ଜୁନ ମାସରେ ମହଙ୍ଗା ହେବା ସହ ମେ ମାସରେ ଏହାର ଦର ଶସ୍ତା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular