ନୂଆଦିଲ୍ଲୀ: ଗତ କିଛିଦିନ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ସମୁଦ୍ରରେ ମତ୍ସ୍ୟଜୀବିଙ୍କ ସହ ପହଁରୁଥିବାର ନଜର ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଆଉ ଏବେ ରାହୁଲ ଗାନ୍ଧିଙ୍କ ଆଉ ଏକ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁ ଫଟୋରେ ରାହୁଲଙ୍କ ବାଇସେପ୍ସ ଏବଂ ଆବ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି । କଂଗ୍ରସର ଅନେକ ନେତା ଏହି ଫଟୋକୁ ସେୟାର କରି ରାହୁଲଙ୍କ ପ୍ରଶଂସା କରିଛନ୍ତି । ଏବଂ ତାଙ୍କୁ ଭାରତର ସବୁଠୁ ଫିଟ୍ ନେତା ବୋଲି କହିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0