spot_img

ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ

କୋରାପୁଟ : କୋରାପୁଟ ଜିଲ୍ଲା ନାରାୟଣପାଟଣା ପିଣ୍ଢାପଦର ଜଙ୍ଗଲରୁ ବିପୁଳ ପରିମାଣର ବିସ୍ପୋରକ ଜବତ । କମ୍ବିଂ ଅପରେସନ ବେଳେ ବିଏସଏଫ ଯବାନ ଦ୍ବାରା ଏହି ବିସ୍ପୋରକ ଜବତ ହୋଇଛି । ଏକ ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଏସଏଫ ଯବାନ । ତେନ୍ତୁଳିପଦର ସ୍ଥିତ ୧୫୫ ବାଟାଲିଅନର ବିଏସଫ ଯବାନଙ୍କ ଏକ ଟିମ୍ କମ୍ବିଂ ଅପରେସନକୁ ଯାଇଥିବାବେଳେ ବିସ୍ପୋରକ ଉଦ୍ଧାର କରିଛନ୍ତି। ଯବାନମାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ବିସ୍ପୋରକ ରଖିଥିବା ସନ୍ଦେହ କରାଯାଉଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular