spot_img

ଅର୍ଜୁନ ପୁରସ୍କାର ପାଇବେ ଅଲରାଉଣ୍ତର ଦିପ୍ତୀ ଶର୍ମା

ଭାରତୀୟ ମହିଳା କ୍ରିକେଟ ଦଳର ଅଲରାଉଣ୍ତର ଦିପ୍ତୀ ଶର୍ମାକୁ ମିଳିବ ଅର୍ଜୁନ ପୁରସ୍କାର ।ଏହି ଘୋଷଣା ପରେ ୨୩ ବର୍ଷୀୟ ଦିପ୍ତୀ କହିଛନ୍ତି ଏହା ତାଙ୍କର ସ୍ୱପ୍ନ ଥିଲା ଏଥିପାଇଁ ସେ କଛିନ ପରିଶ୍ରମ କରିଛନ୍ତି । ବିସିସିଆଇ ଟ୍ୱିଟର ପେଜରେ ସେୟାର କରିଥିବା ଏକ ଭିଡିଓ ରେ ଦୀପ୍ତି କହିଛନ୍ତି ସେ ବହୁତ ଖୁସି ଅଛନ୍ତି । ଏହା ପାଇଁ ମୁଁ ଗର୍ବିତ । ଏହି ପୁରସ୍କାର ପାଇଁ ଆରମ୍ଭରୁ କଠିନ ପରିଶ୍ରମ କରିଛି । ଆଜି ସିନିୟର ଲିଷ୍ଟରେ ମୋ ନାଁ ଆସୁଥିବାରୁ ମୁଁ ବହୁତ ଖୁସି ଅଛି । ଏଥିପାଇଁ ମୁଁ ବିସିସିଆଇ ଏବଂ ସରକାରଙ୍କୁ ଧନ୍ୟବାଦ ଦେବି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular