ମୁମ୍ବାଇ: ଇଂରାଜୀ ଟିଭି ଚ୍ୟାନେଲ ‘ରିପବ୍ଲିକ ଟିଭି’ର ଏଡିଟର-ଇନ୍-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ ତାଙ୍କ ପତ୍ନୀ ସମ୍ୟାବ୍ରତ ରାୟ ଗୋସ୍ୱାମୀ ଏବଂ ରିପବ୍ଲିକ୍ ଟିଭିର ପରିଚାଳନା କମ୍ପାନି ଏଆରଜି ଆଉଟିଲିୟର ମିଡିଆ ପ୍ରାଇଭେଟ ଲିମିଟେଡ୍ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର ହୋଇଛି । ତେବେ ମୁମ୍ବାଇର ଜୋନ-୯ ଡିସିପି ଅଭିଷେକ ତ୍ରିମୁଖେ ଏକ ଫୌଜଦାରୀ ମାନହାନୀ ମକଦ୍ଦମା ଦାୟର କରିଛନ୍ତି । ଏହା ସହ କହିଛନ୍ତି, ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅର୍ଣ୍ଣବ ଓ ଅନ୍ୟମାନେ ତାଙ୍କ ବିରୋଧରେ ଆପତ୍ତିଜନକ ଓ ସମ୍ମାହାନୀ ସୂଚକ ମନ୍ତବ୍ୟ ଦେଇଥିଲେ । ଏନେଇ ସେ ମୁମ୍ବାଇର ସେସନ୍ସ କୋର୍ଟରେ ମାମଲା ଦାଖର କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0