spot_img

ସେଲ୍’ କର୍ମଚାରୀଙ୍କ ଘରୁ ଚୋରା ଶାଗୁଆନ ଓ ପିଆଶାଳ କାଠ ଜବତ

ବଡବିଲ : ଶାଗୁଆନ ପିଆଶାଳ କାଠ ଜବତ ବଡ଼ବିଲ କିରିବୁରୁ ହିଲଟପ୍ ସ୍ଥିତସେଲ୍କର୍ମଚାରୀଙ୍କ ଘରୁ ଚୋରା କାଠ ଜବତ ହୋଇଛି ଏହା ସହ ଅଭିଯୁକ୍ତ ଗୌତମ ବାରିକଙ୍କୁ ଗିରଫ୍ କରିଛି ବନ ବିଭାଗ

 ବିଶ୍ବସ୍ତ ସୁତ୍ରରୁ ଖବର ପାଇ ବନ ବିଭାଗର ଏକ ସ୍ବତନ୍ତ୍ର ସ୍କ୍ବାଡ଼ର୍, ‘ସେଲ୍କର୍ମଚାରୀ ଗୌତମ ବାରିକଙ୍କ କ୍ବାଟରରେ ଚଢ଼ଉ କରିଥିଲା ଚଢାଉରେ ପାଖାପାଖି ଘନଫୁଟ୍ ଚୋରା ଶାଗୁଆନ ପିଆଶାଳ କାଠ ସିଜ୍ସହ ଏକ କରତ କଟିଙ୍ଗ୍ ମେସିନ୍ ଜବତ କରିଥିବା ସୂଚନା ମିଳିଛି ଜବତ କାଠର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କାରୁ ଅଧିକ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ଗୌତମ, ସେଲ୍ କମ୍ପାନୀର ମେକାନିକାଲ ବିଭାଗରେ କାର୍ଯ୍ୟ କରନ୍ତି ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular